ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ

ମୁମ୍ବାଇ: ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ)ର ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଦୁଇ ସହଯୋଗୀ ଆରିଫ ଅବୁବାକର ଶେଖ ଏବଂ ତା’ ଭାଇ ଶବ୍ଦୀର ଅବୁବାକର ଶେଖଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପଳାତକ ଅଣ୍ଡରୱାର୍ଲ୍‌ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ଡି-କମ୍ପାନିର ବେଆଇନ କାର୍ଯ୍ୟକଳାପ ଏବଂ ଆର୍ଥିକ କାରବାର ପରିଚାଳନା ଅଭିଯୋଗରେ ଏମାନଙ୍କୁ ଗିରଫ କରା ଯାଇଥିଲା। ଏନଆଇଏ ଦୁଇ ଗିରଫ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ବିଚାରପତି … Continue reading ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ